କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ ,
ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା କୋରାପୁଟ ଜିଲ୍ଲା ଗସ୍ତ କରି ରାଣୀଗଡ଼ ତେଲେଙ୍ଗାରି ମିଡିଅମ୍ ଏରିଗେସନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଛନ୍ତି । ଶ୍ରୀ ଦାସବର୍ମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶ୍ରୀଘ ସାରିବା ପାଇଁ ଜଳସମ୍ପଦ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଗସ୍ତ ସମୟରେ କୋରାପୁଟ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଅଶୁନି କୁମାର ମାହାନ୍ତି, ନିର୍ବାହୀ ଯନ୍ତ୍ରୀ ମଙ୍ଗଳା ଜଇନ୍ ଓ କେନାଲ ଡିଭିଜନର ମୁଖ୍ୟ ଯନ୍ତ୍ରୀ ପ୍ରଶାନ୍ତ କୁମାର ମହାରଣା ଉପସ୍ଥିତ ଥିଲେ ।
Related Stories
November 23, 2024