
f puriକୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କୋରାପୁଟ ସର୍କିଟ ହାଉସ ଠାରେ ସାମ୍ବାଦିକ ସମିଳନୀ ରେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଉପସ୍ଥିତ ରହି କୋଟିୟା ରେ ଆନ୍ଧ୍ର ର ନିର୍ବାଚନ ପ୍ରସଙ୍ଗ ରେ ସମସ୍ତେ ମିଶି ଏକତ୍ରିତ ହୋଇ ଲଡିବା ପାଇଁ କହିବା ସହ ଆନ୍ଦ୍ର ର ଷଡ଼ଯନ୍ତ୍ର କୁ ରୋକିବା ପାଇଁ ସମସ୍ତ ଙ୍କର ମିଳିତ ପ୍ରୟାସ ଜାରି ରଖିବା ଆବଶ୍ୟକ ବୋଲି କହିଥିଲେ।ଏଇ ସାମ୍ବାଦିକ ସମିଳନୀ ରେ ଓଡିଶା ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ତୁଳସୀ କିରସାନୀ,ସୂର୍ଯ୍ୟନାରାୟଣ ରଥ ସହ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ |