
ନୂଆଦିଲ୍ଲୀ, କରୋନାରେ ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୦ କୋଟି ୭୮ ଲକ୍ଷ ୬ ହଜାର ୩୬୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୩ ଲକ୍ଷ ୬୨ ହଜାର ୯୪୩ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ୭ କୋଟି ୯୯ ଲକ୍ଷ ୬୭ ହଜାର ୫୧୦ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୪ ଲକ୍ଷ ୯୫ ହଜାର ୯୦୮ ଜଣ ଲୋକ ସକ୍ରିୟ ଅଛନ୍ତି ।