
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ପୁରୀ ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୦୨୧-୨୨ ପାଇଁ ଶ୍ରୀ ମନ୍ଦିର ରେ ପାଳିତ ହେବାକୁ ଥିବା ବିଶେଷ ନୀତି ଦିବସ, ପର୍ବ ପର୍ବାଣି ସହମତ ଆଧାର ରେ ଦୃଢିକରଣ ପାଇଁ ଏକ ସ୍ବତନ୍ତ୍ର ବୈଠକ ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଆଗାମୀ ବର୍ଷ ନାଗାର୍ଜୁନ ବେଶ ପଡୁନାହିଁ ବୋଲି ସମସ୍ତେ ସହମତି ପ୍ରକାଶ କରିଛନ୍ତି | ଏହି ବୈଠକରେ ଶ୍ରୀ ମନ୍ଦିର ନୀତି ପ୍ରସାଶକ ଜିତେନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ।