
ଦିଲ୍ଲୀରେ ଗତ ୨୪ ଘଂଟାରେ ୧୦୦ କରୋନାର ନୂଆ ମାମଲା   
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୧୦୦  ନୂଆ କରୋନାର ମାମଲା ସାମନାକୁ ଆସିଛି ।    ଦିଲ୍ଲୀ  ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି  ୬,୩୬,୨୬୦ ହୋଇ ଯାଇଛି ।ବର୍ତମାନ  ଯାଏ   ୧୦,୮୮୨ ଜଣଙ୍କର କରୋନାରେ ମୃତ୍ୟୁ  ଘଟିଛିା
