
କଟକ, କଟକ ତୁଳସୀପୁରସ୍ଥିତ ସନ୍ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ ଜାରୀ କରିଛି ଜିଲ୍ଲା ପ୍ରଶାସନ । ଅଗ୍ନି ସୁରକ୍ଷା ଆଇନର ଖିଲାପ ଅଭିଯୋଗରେ ବନ୍ଦ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।ପ୍ରକାଶ ଥାଉକି, ଗତ ୧ ତାରିଖ ଦିନ ହସ୍ପିଟାଲରେ ଘଟିଥିଲା ଅଗ୍ନିକାଣ୍ଡ । ହସ୍ପିଟାଲ କର୍ତୃପକ୍ଷ ଅଗ୍ନି ସୁରକ୍ଷା ଆଇନର ଖିଲାପ କରିଥିବା ତଦନ୍ତରୁ ଜଣାପଡିଥିଲା ।