ରାଷ୍ଟ୍ରୀୟ କ୍ୟାବିନେଟ୍ ଓ ମନ୍ତ୍ରୀ ପରିଷଦ ବୈଠକ ଆଜି desk February 9, 2021 1 min read ଭୁବନେଶ୍ୱର, ଆଜି ସଂଧ୍ୟାରେ ରାଜ୍ୟ ମନ୍ତ୍ରିମଣ୍ଡଳ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଭୟ ବୈଠକରେ ଅଧ୍ୟକ୍ଷତା କରିବେ । ମନ୍ତ୍ରି ପରିଷଦ ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଚିଠା ପାରିତ ହେବ ବୋଲି ସୂଚନା ମିଳିଛି । Tags: Cabinet Continue Reading Previous: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ପ୍ରଧାନମନ୍ତ୍ରୀଙ୍କ ରାଜ୍ୟସଭାରେ ଉତ୍ତର Next: କର୍ଣାଟକରେ ଗତ ୨୪ ଘଂଟାରେ ୩୭୫ କରୋନାର ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କୁଲଗାମ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ, ଜଣେ ସେନା ଅଧିକାରୀ ଆହତ ରାଷ୍ଟ୍ରୀୟ କୁଲଗାମ ଏନକାଉଣ୍ଟରରେ ଆତଙ୍କବାଦୀ ନିହତ, ଜଣେ ସେନା ଅଧିକାରୀ ଆହତ September 8, 2025 ସମସ୍ତ ବୟସର ଲୋକଙ୍କ ଗତିଶୀଳତାକୁ ଉନ୍ନତ କରିବାରେ ଫିଜିଓଥେରାପି ଗୁରୁତ୍ୱପୂର୍ଣ୍ଣ: ଜେପି ନଡ୍ଡା ରାଷ୍ଟ୍ରୀୟ ସମସ୍ତ ବୟସର ଲୋକଙ୍କ ଗତିଶୀଳତାକୁ ଉନ୍ନତ କରିବାରେ ଫିଜିଓଥେରାପି ଗୁରୁତ୍ୱପୂର୍ଣ୍ଣ: ଜେପି ନଡ୍ଡା September 8, 2025 ଜିଏସଟି ଦରରେ ହ୍ରାସ ଯୋଗୁ ଅର୍ଥବ୍ୟବସ୍ଥାକୁ ମିଳିବ ପ୍ରୋତ୍ସାହନ- ଜାଫର ଇସଲାମ 1 min read ରାଷ୍ଟ୍ରୀୟ ଜିଏସଟି ଦରରେ ହ୍ରାସ ଯୋଗୁ ଅର୍ଥବ୍ୟବସ୍ଥାକୁ ମିଳିବ ପ୍ରୋତ୍ସାହନ- ଜାଫର ଇସଲାମ September 8, 2025