

ସେ କହିଛନ୍ତି ଯେ ଏହା ପଛରେ ହୀନ ଚକ୍ରାନ୍ତ ଅଛି ତାହା ଜାଣିବା ଆବଶ୍ୟକ । କାହା ସହସରେ ଏନଏମଏ ଏହି ସର୍କୁଲାର ଜାରୀ କଲେ ? ଅଧ୍ୟକ୍ଷ ଜାଣି ନାହାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିବା ବେଳେ ଏହା ବିଶ୍ୱାସ ହେଉନି ବୋଲି ସେ କହିଛନ୍ତିା ପୁରୀକୁ ଶ୍ରୀହୀନ କରିବା ଉଦ୍ୟମ କାହାର ବୋଲି ସେ ପ୍ରଶ୍ନ କରିଛନ୍ତି ।