
ନୂଆଦିଲ୍ଲୀ,କରୋନାରେ ସମଗ୍ର ବିଶ୍ୱରେ ୧୦ କୋଟି ୬୩ ଲକ୍ଷ ୨୫ ହଜାର ୬୮୮ ଲୋକ ସଂକ୍ରମିତ ହୋଇସାରିଛନ୍ତି । ସେହିପରି ୨୩ ଲକ୍ଷ ୧୮ ହଜାର ୮୪୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରେ ୭ କୋଟି ୮୧ ଲକ୍ଷ ୧୦ ହଜାର ୯୬୭ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୮ ଲକ୍ଷ ୯୫ ହଜାର ୮୮୦ ଜଣ ଲୋକ ସକ୍ରିୟ ଅଛନ୍ତି ।