ସେ କହିଛନ୍ତି ଯେ ଏହି ଆନ୍ଦୋଳନ ରାଜନୈତିକ ରୂପ ନେଇ ସାରିଛି । ଗଣତନ୍ତ୍ ଦିବସରେ ଯେଭଳି ଭାବେ ଦିଲ୍ଲୀରେ ହିଂସା ପ୍ରଦର୍ଶନ କରା ଗଲା ଓ ଜାତୀୟ ପତାକାକୁ ଅପମାନ କରା ଗଲା ସେଥିରୁ ସ୍ପଷ୍ଟ ଯେ ଏଥିରେ ରାଷ୍ଟ୍ ବିରୋଧୀ ଶକ୍ତି ମାନେ ମିଶି ସାରିଛନ୍ତି । ତେଣୁ ଏହି ଚକା ଅଖା ବନ୍ଦକୁ କିଶାନ ସଂଘ ସମର୍ଥନ ଦେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
Related Stories
November 23, 2024