
ଚିତ୍ତରଞ୍ଜନ ଗନ୍ତାୟତ, ଜଗନ୍ନାଥ ପ୍ରସାଦ, ଗଞ୍ଜାମ
ମନମୁତାବକ ଧାନ କ୍ରୟ ଚାଷୀ ଙ୍କ ଠାରୁ ବସ୍ତା ପିଛା 100ଟଙ୍କା ଆଦାୟ ଅଣ ଚାଷୀ ଙ୍କୁ ଟୋକନ ବସ୍ତା ପିଛା ୭ କେଜି ଧାନ ଅଧିକା ନେବା ପରିବହନ ଖର୍ଚ୍ଚ କୁ ସମ୍ପାଦକ ହଡପ କରିବା ସହ ମହିଳା ଚାଷୀ ଙ୍କୁ ଦୁର୍ବ୍ୟବହାର ପଦର୍ଶନ କରିବା ଓ ମହିଳା ଗ୍ରୁପ ଙ୍କୁ ଋଣ କରାଇଦେବା ନାମରେ 20 ହଜାର ଲାଞ୍ଚ ନେଇ କୋଟିପତି ସାଜିଥିବା ସମ୍ପାଦକ ବିରୋଧ ରେ ଗର୍ଜିଲେ ବିଡିପୁର କୃଷକ ସଙ୍ଘଟନ l ଘଟଣା ସ୍ଥଳରେ ସ୍ଥାନୀୟ ଯୋଗାଣ ବିଭାଗ ର ଅଧିକାରୀ ସୁବ୍ରତ ଚୌଧୁରୀ
ତହସିଲଦାରଦାର ପ୍ରମୋଦ କୁମାର ତ୍ରିପାଠୀ ପହଂଚି ଦୁର୍ନୀତି ବିରୋଧ ରେ ତଦନ୍ତ କରାଯିବା ସହ ସ୍ଥାନୀୟ ଚାଷୀ ସମସ୍ୟା ତୁରନ୍ତ ସମାଧାନ କରିବା କୁ ପ୍ରତିଶୃତି ପାଇବା ପରେ ଧାରଣ ରୁ ଚାଷୀ ଉଠିଥିଲେ…