ଓଡିଶା ମନ୍ତ୍ରୀଙ୍କ ନକଲି ପିଏସଓ ଗିରଫ desk October 13, 2019 ଭୁବନେଶ୍ୱର – ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନକଲି ପିଏସଓ ଅଶୋକ କୁମାର ନାୟକଙ୍କୁ ବ୍ରହ୍ମପୁର ପୋଲିସ ଆଜି ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଅଶୋକଙ୍କ ଘର ବ୍ରହ୍ମପୁର ଉପକଣ୍ଠସ୍ଥ ନୂଆଗାଁ ଅଂଚଳରେ ବୋଲି ଜଣାପଡିଛି । Tags: Duplicate PSO arrested Continue Reading Previous: ସାବେରୀ ନଦୀରେ ଡ଼ଙ୍ଗା ବୁଡି ଘଟଣା : ନିଖୋଜ ତିନି ଜଣଙ୍କ ଶବ ଉଦ୍ଧାର Next: ମୋଟର ଯାନ ଆଇନ ଅନୁପାଳନ ଓ ସଡ଼କ ସୁରକ୍ଷା ଉପରେ ବ୍ୟାପକ ସଚେତନତା ପାଇଁ ପଦକ୍ଷେପ,ସବୁ ଜିଲ୍ଲାରେ ହେବ ଶିବିର, କର୍ମଶାଳା ଓ ସଚେତନତା ଅଭିଯାନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଦର୍ସ ଡେର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା ଓଡିଶା ମଦର୍ସ ଡେର ଶୁଭେଚ୍ଛା ଜଣାଇଲେ ପ୍ରଭାତି ପରିଡା May 11, 2025 ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା(ଦିନ ତାପମାତ୍ରା) ୨ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବ ଓଡିଶା ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଜିଲ୍ଲା ଗୁଡିକରେ ସର୍ବାଧିକ ତାପମାତ୍ରା(ଦିନ ତାପମାତ୍ରା) ୨ରୁ ୩ ଡ଼ିଗ୍ରୀ ବୃଦ୍ଧି ପାଇବ May 11, 2025 ୧୩ ରେ ସଦର ମହକୁମାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ଓଡିଶା ୧୩ ରେ ସଦର ମହକୁମାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ May 11, 2025