ଓଡିଶା ମନ୍ତ୍ରୀଙ୍କ ନକଲି ପିଏସଓ ଗିରଫ desk October 13, 2019 ଭୁବନେଶ୍ୱର – ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନକଲି ପିଏସଓ ଅଶୋକ କୁମାର ନାୟକଙ୍କୁ ବ୍ରହ୍ମପୁର ପୋଲିସ ଆଜି ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଅଶୋକଙ୍କ ଘର ବ୍ରହ୍ମପୁର ଉପକଣ୍ଠସ୍ଥ ନୂଆଗାଁ ଅଂଚଳରେ ବୋଲି ଜଣାପଡିଛି । Tags: Duplicate PSO arrested Continue Reading Previous: ସାବେରୀ ନଦୀରେ ଡ଼ଙ୍ଗା ବୁଡି ଘଟଣା : ନିଖୋଜ ତିନି ଜଣଙ୍କ ଶବ ଉଦ୍ଧାର Next: ମୋଟର ଯାନ ଆଇନ ଅନୁପାଳନ ଓ ସଡ଼କ ସୁରକ୍ଷା ଉପରେ ବ୍ୟାପକ ସଚେତନତା ପାଇଁ ପଦକ୍ଷେପ,ସବୁ ଜିଲ୍ଲାରେ ହେବ ଶିବିର, କର୍ମଶାଳା ଓ ସଚେତନତା ଅଭିଯାନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ ଓଡିଶା ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ April 28, 2024 ବଡମ୍ବା ନିର୍ବାଚନ ମଣ୍ଡଳୀର ଶତାଧିକ ନେତା-କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ ଓଡିଶା ବଡମ୍ବା ନିର୍ବାଚନ ମଣ୍ଡଳୀର ଶତାଧିକ ନେତା-କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ସାମିଲ ହେଲେ April 28, 2024 “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ” ଅଭ୍ୟାସଗତ ଆଚରଣବିଧି ଉଲଘଂନକାରୀ : ସମୀର ମହାନ୍ତି ଓଡିଶା “ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ” ଅଭ୍ୟାସଗତ ଆଚରଣବିଧି ଉଲଘଂନକାରୀ : ସମୀର ମହାନ୍ତି April 28, 2024