ଓଡିଶା ମନ୍ତ୍ରୀଙ୍କ ନକଲି ପିଏସଓ ଗିରଫ desk October 13, 2019 ଭୁବନେଶ୍ୱର – ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ନକଲି ପିଏସଓ ଅଶୋକ କୁମାର ନାୟକଙ୍କୁ ବ୍ରହ୍ମପୁର ପୋଲିସ ଆଜି ଗିରଫ କରିଛି । ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି । ଅଶୋକଙ୍କ ଘର ବ୍ରହ୍ମପୁର ଉପକଣ୍ଠସ୍ଥ ନୂଆଗାଁ ଅଂଚଳରେ ବୋଲି ଜଣାପଡିଛି । Tags: Duplicate PSO arrested Continue Reading Previous: ସାବେରୀ ନଦୀରେ ଡ଼ଙ୍ଗା ବୁଡି ଘଟଣା : ନିଖୋଜ ତିନି ଜଣଙ୍କ ଶବ ଉଦ୍ଧାର Next: ମୋଟର ଯାନ ଆଇନ ଅନୁପାଳନ ଓ ସଡ଼କ ସୁରକ୍ଷା ଉପରେ ବ୍ୟାପକ ସଚେତନତା ପାଇଁ ପଦକ୍ଷେପ,ସବୁ ଜିଲ୍ଲାରେ ହେବ ଶିବିର, କର୍ମଶାଳା ଓ ସଚେତନତା ଅଭିଯାନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ 1 min read ଓଡିଶା ଓସେପା ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜିତ December 19, 2025 ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ ଓଡିଶା ଭଞ୍ଜକଳା ମଣ୍ଡପରେ ଆରମ୍ଭ ହେଲା ଜାତୀୟ କଣ୍ଢେଇ ନାଟ ଉତ୍ସବ December 19, 2025 ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା ଓଡିଶା ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ କ୍ଷେତ୍ର ପରିଦର୍ଶନ ଏବଂ ସମୀକ୍ଷା December 19, 2025