ଦିଲ୍ଲୀରେ ଗତ ୨୪ ଘଂଟାରେ ୧୫୦ କରୋନାର ନୂଆ ମାମଲା
ଦିଲ୍ଲୀ– ଦିଲ୍ଲୀରେ ଗତ ୨୪ ଘଂଟାରେ ୧୫୦ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୦୬ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୩୫,୪୮୧ ହୋଇ ଯାଇଛି । ବର୍ତମାନ ସୁ୍ଦ୍ଧା ଏଠାରେ ୧୦,୮୬୪ ଜଣଙ୍କର ମୃତ୍ୟୁ ଘଟିଛିା