ଦିଲ୍ଲୀରେ ଗତ ୨୪ ଘଂଟାରେ ୧୧୪ କରୋନାର ନୂଆ ମାମଲା
ଦିଲ୍ଲୀ, ଦିଲ୍ଲୀରେ ଗତ ୨୪ ଘଂଟାରେ ୧୧୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୦୨ ଜଣଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୬,୩୫,୩୩୧ ହୋଇ ଯାଇଛି । ବର୍ତମାନ ସୁ୍ଦ୍ଧା ଏଠାରେ ୧୦,୮୫୮ ଜଣଙ୍କର ମୃତ୍ୟୁ ଘଟିଛିା
ରାଜସ୍ଥାନରେ ଗତ ୨୪ ଘଂଟାରେ ୮୭ କରୋନାର ନୂଆ ମାମଲା
ଜୟପୁର , ରାଜସ୍ଥାନରେ ଗତ ୨୪ ଘଂଟାରେ ୮୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭୯୮ ହୋଇ ଯାଇଛି । ବର୍ତମାନ ସୁଦ୍ଧା ୨୭୬୮ ଜଣଙ୍କର ମୃତ୍ୟୁ ଘଟିଛି ।