Skip to content
କନ୍ଧମାଳ, କନ୍ଧମାଳ ଜିଲ୍ଲାରେ ବେଶ କିଛିଦିନର ବ୍ୟବଧାନ ପରେ ଶୀତ ଲେଉଟିଛି. ଲଗାତାର ଭାବରେ କିଛି ଦିନର ଗତ ପ୍ରାୟ ତିନିଦିନ ହେଲା ଜିଲ୍ଲାରେ ତାପମାତ୍ରା ତଳକୁ ଖସିବାରେ ଲାଗିଛି. ଆଜି କନ୍ଧମାଳ ଜିଲ୍ଲାର କାଶ୍ମିର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରହିଥିବାବେଳେ ଫୁଲବାଣୀର ତାପମାତ୍ରା ୪.୫ ଡିଗ୍ରୀକୁ ଖସିଛି. ଫଳରେ ଫୁଲବାଣୀ ସମେତ ଦାରିଙ୍ଗବାଡି, ବଲଘର, ତୁମୁଡିବନ୍ଧ, ରାଇକିଆ, ଫିରିଙ୍ଗିଆ ଏବଂ ଜିଲ୍ଲାର ଅନ୍ୟ ଅଂଚଳର ଗୁଡିକରେ ଭୀଷଣ ଶୀତ ଅନୁଭୁତ ହେଉଛି. ସେଥିପାଇଁ ଲୋକଙ୍କୁ ସଂନ୍ଧ୍ୟା ହେଲେ ବାହାରକୁ ବାହାରିବା ଦେଖାଯାଉ ନଥିବାବେଳେ ସକାଳୁ ଲୋକେ ନିଆଁ ପାଖରେ ବସିଥିବା ଦେଖାଯାଉଛି. ସକାଳୁ ଯୁବକ ଏବଂ ଅନ୍ୟ ଲୋକମାନେ ଶୀତର ମଜା ନେବାକୁ ବ୍ୟାୟାମ କରିବା ସହିତ ସକାଳ ସୀତର ମଜା ନେଉଥିବାର ଦେଖାଯାଉଛି. ଜିଲ୍ଲ ଏବଂ ଜିଲ୍ଲା ବାହାରର ପର୍ଯ୍ୟଟକ ମାନେ ମଧ୍ୟ ଏହି ଶୀତର ବେଶ ମଜା ନେଉଥିବାର ଦେଖାଯାଉଛି. ଜିଲ୍ଲାରେ ଜାନୁୟାରୀ ମାସ ୨୧ ତାରିଖରେ ଫୁଲବାଣୀର ତାପମାତ୍ରା ୭ ଡିଗ୍ରୀକୁ ଖସିବା ସହିତ ଦାରିଙ୍ଗବାଡିର ଦାରିଙ୍ଗବାଡିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ପହଂଚିଥିଲା. ପରବର୍ଥୀ ସମୟରେ ତାପମାତ୍ରା ଖସି ଆଜି ୪.୫ ଡିଗ୍ରୀରେ ପହଂଚିଛି. ଶୀତର ପ୍ରକୋପ ଦେଖି ଲୋକେ ଏହା ମାଘମାସର ଶୀତର ପ୍ରକୋପ ବୋଲି କହୁଥିବା ଜଣାପଡିଛି. ତେବେ ଏହି ଶୀତରେ ସମଜର କିଛି ଲୋକ ମଜା ନେଉଥିବାବେଳେ ଗରିବ ଅସହାୟ ମାନଙ୍କ ପାଇଁ ଏହା ଅତି ଅସହ୍ୟା ହୋଇପଡିଛି. ସେଥିପାଇଁ ଗରିବ ଶ୍ରେଣୀର ଲୋକେ ନିଆଁ ପାଖରେ ରହୁଥିବାର ଦେଖିବାକୁ ମିଳୁଛି. ୫ ଡିଗ୍ରୀରେ ପହଂଚିଛି. ଶୀତର ପ୍ରକୋପ ଦେଖି ଲୋକେ ଏହା ମାଘମାସର ଶୀତର ପ୍ରକୋପ ବୋଲି କହୁଥିବା ଜଣାପଡିଛି. ତେବେ ଏହି ଶୀତରେ ସମଜର କିଛି ଲୋକ ମଜା ନେଉଥିବାବେଳେ ଗରିବ ଅସହାୟ ମାନଙ୍କ ପାଇଁ ଏହା ଅତି ଅସହ୍ୟା ହୋଇପଡିଛି. ସେଥିପାଇଁ ଗରିବ ଶ୍ରେଣୀର ଲୋକେ ନିଆଁ ପାଖରେ ରହୁଥିବାର ଦେଖିବାକୁ ମିଳୁଛି. ୫ ଡିଗ୍ରୀରେ ପହଂଚିଛି. ଶୀତର ପ୍ରକୋପ ଦେଖି ଲୋକେ ଏହା ମାଘମାସର ଶୀତର ପ୍ରକୋପ ବୋଲି କହୁଥିବା ଜଣାପଡିଛି. ତେବେ ଏହି ଶୀତରେ ସମଜର କିଛି ଲୋକ ମଜା ନେଉଥିବାବେଳେ ଗରିବ ଅସହାୟ ମାନଙ୍କ ପାଇଁ ଏହା ଅତି ଅସହ୍ୟା ହୋଇପଡିଛି. ସେଥିପାଇଁ ଗରିବ ଶ୍ରେଣୀର ଲୋକେ ନିଆଁ ପାଖରେ ରହୁଥିବାର ଦେଖିବାକୁ ମିଳୁଛି.
Enjoy this blog? Please spread the word :)