

ମାଲକାନଗିରି, ୩ ୧ ଜାନୁଆରୀ (ହି. ସ.)-ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାକେର ଜିଲ୍ଲା ପ୍ରତାପପୁର ଥାନା ଅନ୍ତର୍ଗତ ସରିଆପାଲ ଠାରେ ଚାଲିଥିବା ସାପ୍ତାହିକ ହାଟକୁ କଡ଼ଗାଁ ସ୍ଥିତ ବି ଏସ ଏଫ କ୍ୟାମ୍ପ ରେ ନିୟୋଜିତ ଥିବା ଡ଼ିଆଆର ଜି ସୁଧୁରାମ ବୁଦୁ ଯାଇଥିବାବେଳେ ତାଙ୍କୁ ହାଟରେ ମାଓବାଦୀ ମାନେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି!ମାଓବାଦୀଙ୍କ ଗୁଳିରେ ଆଉ ଜଣେ ସାଧରଣ ନାଗରିକ ଆହତ ହୋଇଛନ୍ତି!ମାଓବାଦୀ ଙ୍କ ଗୁଳି ଚଳାଇବାପରେ ଭୟରେ ଲୋକ ଜୀବନ ବିକଳରେ ଧାଇଁ ପଳାଇଥିଲେ!ଖବର ପାଇଁ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଆହତ ବ୍ୟକ୍ତି କୁ ଚିକିତ୍ସା ନିମନ୍ତେ ଜିଲ୍ଲା ଚିକିତ୍ସା ଳୟ କୁ ପଠାଇ ମୃତ ଯବାନ ଙ୍କ ଶବ ଜବତ କରି ଥାନା କୁ ଆଣିଥିଲେ!