କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଚଳିତମାସ ୨୮ ତାରିଖ ଗୁରୁବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ନୀତି ବିଳମ୍ବକୁ ନେଇ ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧକ୍ଷ୍ୟତାରେ ବୈଠକ ଅନୁଷ୍ଠିତ ହେଇଛି । ଏହି ବୈଠକରେ କେବଳ ସିଂହାରୀ ଓ ପୁଷ୍ପାଳକ ସେବାୟତ ମାନେ ଯୋଗଦେଇଛନ୍ତି ।
Related Stories
November 24, 2024
November 24, 2024