ଓଡିଶା ସିଆରପିଏଫ ବାଟାଲିଅନ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଗୁଳିମାଡରେ ଜଣେ ମୃତ, ଦୁଇ ଯବାନ ଗୁରୁତର : ଗୁରୁତର ଦୁଇ ଯବାନ ରାୟପୁର ସ୍ଥାନାନ୍ତରିତ desk January 29, 2021 ମାଲକାନଗିରି, ଛତିଶଗଡ଼ ଜଗଦଳପୁର ସିଆରପିଏଫ ବାଟାଲିଅନ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ । ସଂଘର୍ଷରୁ ଗୁଳିମାଡରେ ଜଣେ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଯବାନଙ୍କୁ ଚିକିତ୍ସା ନିମନ୍ତେ ରାୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । Tags: 2 severely injured firing : 1 Jawan death Continue Reading Previous: ସମୁଦ୍ରରେ ଭାସିଯାଇ ଜଣେ ନିଖୋଜ Next: ବଜ୍ରକାପ୍ତା ଉଦ୍ଧାର ପାଇଁ ଯାଇଥିବା ବନ କର୍ମଚାରିଙ୍କୁ ଆକ୍ରମଣ, ୮ ଆହତ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 19 October 2025 Important news ଓଡିଶା Indo Kaling Times 19 October 2025 Important news October 19, 2025 ପୂର୍ଣ୍ଣାଙ୍ଗ ଶିକ୍ଷା ଏକାଡେମୀ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ, 1 min read ଓଡିଶା ପୂର୍ଣ୍ଣାଙ୍ଗ ଶିକ୍ଷା ଏକାଡେମୀ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ, October 19, 2025 ପୁରୀ ଜିଲ୍ଲା ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ, ଓଡିଶା ପୁରୀ ଜିଲ୍ଲା ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ, October 19, 2025