Skip to content

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର କାରିଆପ୍ପା ପଡିଆଠାରେ ନ୍ୟାସନାଲ କ୍ୟାଡେଟ କର୍ପ୍ସ (ଏନସିସି) ରାଲିକୁ ସମ୍ବୋଧନ କରିବେ ।
ଏହି ଅବସରରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ,
ପ୍ରତିରକ୍ଷା ମୁଖ୍ୟ ଏବଂ ତିନି ସଶସ୍ତ୍ର ସେନାବାହିନୀର ମୁଖ୍ୟମାନେ ଯୋଗ ଦେବେ । କାର୍ଯ୍ୟକ୍ରମ ମଧ୍ୟରେ ପ୍ରଧାନମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ । ଏଥିସହିତ ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଏନସିସି ଦଳର ପରେଡରେ ଅଭିବାଦନ ଗ୍ରହଣ କରିବେ ।
Enjoy this blog? Please spread the word :)