
ଭୁବନେଶ୍ୱର, ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପିିପିଲି ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆ ଯାଇଛି । ତାଙ୍କର ଏହି ନିଯୁକ୍ତି ତତ୍କାଳ ପ୍ରଭାବରୁ ଲାଗୁ ହେବ ବୋଲି ବିଜେଡିର ସାଧାରଣ ସମ୍ପାଦକ ( ମିଡିଆ ମାମଲା) ମାନଓ ମଙ୍ଗରାଜ ଏକ ଅଫିସ ଆଦେଶ ଜରିଆରେ ସୂଚନା ଦେଇଛନ୍ତି ।