ଓଡିଶା ବାଲେଶ୍ୱରରେ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ desk January 28, 2021 ବାଲେଶ୍ୱର,କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଫକିର ମୋହନ ମେଡିକାଲ କଲେଜ ଠାରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିକାଶ ସମିତିର ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକରେ ମୁଖ୍ୟ ବିକାଶ ଅଧିକାରୀ ତଥା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ବାଲେଶ୍ୱର ସ୍ୱାସ୍ଥ୍ୟ ବିଭାଗର ଅଗ୍ରଗତିର ସମୀକ୍ଷା କରାଯିବା ସହ ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଦିଆ ଯାଇଥିବା ସୂଚନା ମିଳିଛି । Tags: Baleswar Continue Reading Previous: କୁକୁଡାଖଣ୍ଡି ବ୍ଲକରେ ବାଚସ୍ପତିଙ୍କ ମାରାଥନ କାର୍ଯ୍ୟକ୍ରମNext: ରାଜ୍ୟରେ ଆଜି ଯାଏ ୧ଲକ୍ଷ୭୮ହଜାର ୨୨୭ ଟୀକାକରଣ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 16 October 2025 Important news 1 min read ଓଡିଶା Indo Kaling Times 16 October 2025 Important news October 16, 2025 ଡିସେମ୍ବର ୧୩ ରୁ କୋଣାର୍କ ରେ ଇକୋ ରିଟ୍ରିଟ୍ , ଓଡିଶା ଡିସେମ୍ବର ୧୩ ରୁ କୋଣାର୍କ ରେ ଇକୋ ରିଟ୍ରିଟ୍ , October 16, 2025 ପୋଷଣ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ, ଓଡିଶା ପୋଷଣ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ଶ୍ରେଷ୍ଠ ବିବେଚିତ, October 16, 2025