
ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ର ସମସ୍ତ କାର୍ଯ୍ୟାଳୟ, ଏବଂ ଶିକ୍ଷା ଅନୁଷ୍ଠାନ ସହ ଜଗନ୍ନାଥ ପ୍ରସାଦ ସାମ୍ବାଦିକ ସଂଘ ର ନୂତନ ଅଫିସ ର ଶୁଭ ଉଦଘାଟନ ଡ଼କ୍ଟର ଦାସ କିରଣ କୁମାର ଙ୍କ କରକାମଳ ରେ ରିବନ କାଟି ବା ସହ ପତାକା ଉତୋଳନ କାର୍ଯ୍ୟ କରିଛନ୍ତି ସେଠାରେ ସଂଘର ଉପଦେଷ୍ଟା ପ୍ରଦୀପ୍ତ କିଶୋର ଭୂୟାଁ, ସଭାପତି ଚନ୍ଦ୍ରକେତୁ ରାଉତ, ସମ୍ପାଦକ ଦିଗାମ୍ବର ନାୟକ, ଉପସଭାପତି ମୁର୍ତ୍ତୁଞ୍ଜୟ ପଣ୍ଡା, ଚିତ୍ତରଞ୍ଜନ ଗନ୍ତାୟତ, ବିଭୁ ପ୍ରସାଦ ପଟ୍ଟନାୟକ, ଦେବାଶିଷ ଷଡ଼ଙ୍ଗୀ, ଧବଳେଶ୍ୱର ବେହେରା,ବିକ୍ରମ ପ୍ରଧାନ, ଲଷ୍ମୀନାରାୟଣ ବେହେରା, ଉପସ୍ଥିତ ଥିଲେ ଏଥି ସହ ପଂଚାୟତ ସମିତି କାର୍ଯ୍ୟକ୍ରମ ରେ ବ୍ଲକର ଅଧକ୍ଷା ଗୀତାଞ୍ଜଳୀ ବେହେରା ପତାକା ଉତଳନ କରି ଥିଲେ
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ