ରାଷ୍ଟ୍ରୀୟ ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୫୬ ନୂଆ ମାମଲା desk January 26, 2021 ହାଇଦ୍ରାବାଦ ,ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୫୬ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୮୭,୦୬୬ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୭,୧୪୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । Tags: Andhra Continue Reading Previous: ହରିଆଣାରେ ଗତ ୨୪ ଘଂଟାରେ ୧୧୮ କରୋନାର ନୂଆ ମାମଲା Next: ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଶିଶୁଙ୍କସହ ପ୍ରଧାନମନ୍ତ୍ରୀଙ୍କ ଆଳାପ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଦିଲ୍ଲୀର ଦରିଆଗଂଜ ଅଂଚଳରେ ଦୁଇ ମହଲା ବିଲ୍ଡିଂ ଭୁଶୁଡିଲା, 3 ମୃତ ରାଷ୍ଟ୍ରୀୟ ଦିଲ୍ଲୀର ଦରିଆଗଂଜ ଅଂଚଳରେ ଦୁଇ ମହଲା ବିଲ୍ଡିଂ ଭୁଶୁଡିଲା, 3 ମୃତ August 20, 2025 ଡୋଡାରେ ଭୂକମ୍ପ ଝଟ୍କା ଅନୁଭୂତ ରାଷ୍ଟ୍ରୀୟ ଡୋଡାରେ ଭୂକମ୍ପ ଝଟ୍କା ଅନୁଭୂତ August 20, 2025 ମୂଷଳ ଧାରାରେ ବର୍ଷା ଯୋଗୁଁ ମୁମ୍ବାଇରେ ଜନଜୀବନ ଅସ୍ତବ୍ୟସ୍ତ, ସ୍ଥାନୀୟ ସେବା ବାଧାପ୍ରାପ୍ତ 1 min read ରାଷ୍ଟ୍ରୀୟ ମୂଷଳ ଧାରାରେ ବର୍ଷା ଯୋଗୁଁ ମୁମ୍ବାଇରେ ଜନଜୀବନ ଅସ୍ତବ୍ୟସ୍ତ, ସ୍ଥାନୀୟ ସେବା ବାଧାପ୍ରାପ୍ତ August 19, 2025