
ଏ କରଡ଼ା ବ।ଡି ଗ୍ରାମ ପଞ୍ଚାୟତ ଅଧିନ ବଣପଲ୍ଲୀ ଗ୍ରାମରେ ଦେଖାଦେଇଛି ଏକ ଅଭାବନୀୟ ଘଟଣା ସେହି ଗାଁ ର ହରିଜନ ସାହିର ବାସିନ୍ଦା ଦୁଇଭାଇ ରଙ୍କନିଧି ନାଇକଓତାଙ୍କ ସାନଭାଇ ଧନୁ ନାଇକ 32 ବର୍ଷ ତାଙ୍କ ପରିବାର ଭିତରେ କୋଣସି କାରଣକୁ ନେଇ ଉପୁଜିଥିବା କଳହ ଗତକାଲି ଉଗ୍ରରୂପ ନେଇଥିଲା ଯାହାର ଫଳସ୍ୱରୂପ 12 ବର୍ଷ ର ଝିଅରିକୁ ଗାଁ ଶେଷ ଖଳ।
ସକାଳ 9 ଟାଦେଖି ତୁ କଣ ପାଇଁ ଏଠିକି ଆସିଛୁ କହି ଧରି ଅତି ଅମାନୁଷିକ ଭାବେ ନିଜ ଦାଦା ଧନୁ ଧାରୁଆ ଛୁରୀରେ ବେକ କୁ କଟିଲା ଓ ପେଟକୁ ଭୂଷିଲା ଝିଅଟି ଅତି କରୁଣ ଚିତ୍କାର ଶୁଣି ସେଠାରେ ଗାଁ ଲୋକେ ପହଁଚି ଦେଖିଲା ବେଳକୁ ଝିଅଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖଳ।ରେ ପଡିଛି।ଓ ଗାଁ ଲୋକ ରୁଣ୍ଡ ହେବାର ଦେଖି ନୃଶଂସ ଦାଦା ଧନୁ ସେଠାରୁ ସିଧା ବାଲିପଦର ପୋଲିସ ଫାଣ୍ଡି ରେ ପହଂଚିଲା।ଗାଁର ଲୋକେ ଫାଣ୍ଡି ଅଧିକାରୀ ନିରଞ୍ଜନ ଦାସ ଜଣାଇବା ପରେ ଫାଣ୍ଡି ଅଧିକାରୀ ସଦଳେବଳେ ବଣପଲ୍ଲୀ ଖଳା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ସନ୍ତୋସି କୁ ଉଧାରକରେ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ବୁଗୁଡା ସରକାରୀ ଡାକ୍ତରଖାନାରେ ଭର୍ତିକରିଥିଲେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତର ହେବାପରେ ବ୍ରହ୍ମପୁର ବଡ଼ମେଡିଲ କୁ ସ୍ଥାନାନ୍ତର କରାଗଲା ସେଠାରୁ ଅପେରେସନ ପାଇଁ ରାତ୍ରରେ କଟକସରକାରୀ ମେଡିକାଲ କୁ ପଠାଗଲା କଟକରେ ଝିଅଟି ର ଅପରେସନ ପାଇଁ ରକ୍ତ ଦରକାର ହେବାରୁ ଝିଅର ବାପା ଅଧିର ହୋଇପଡିଥିଲେ କାରଣସେ ଅତି ଗରିବ ଶ୍ରେଣୀର ହୋଇଥିବାରୁ ଫାଣ୍ଡି ଅଧିକାରୀ ଶ୍ରୀ ଦାସ ଏହା ଜାଣିପାରି କିଛିବଦାନ୍ୟ ବ୍ୟକ୍ତି ଓ ନିଜେ ମୋଟ ଝିଅର ବାପା ନିକଟକୁ 8 ହଜାର ଟଙ୍କା ପଠାଇ ମାନବିକତା ଦେଖାଇଛନ୍ତି ।ବୁଗୁଡା ଥାନା କେଶ ନଂ 33/21ରେ ମାମଲା ରୁଜୁକରି ଧନୁକୁ ଭଞ୍ଜନଗର କୋର୍ଟ ଚାଲାଣ କରିଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି