ରାଷ୍ଟ୍ରୀୟ ନେତାଜୀ ଜୟନ୍ତୀରେ ସ୍ମରଣ କଲେ ପ୍ରଧାନମନ୍ତ୍ରୀ desk January 23, 2021 ନୂଆଦିଲ୍ଲୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ମରଣ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଭାରତ ମାତାଙ୍କର ସୁଯୋଗ୍ୟ ସନ୍ତାନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ଶତ ଶତ ନମନ । କୃତଜ୍ଞ ରାଷ୍ଟ୍ର ଦେଶର ସ୍ୱାଧୀନତା ପାଇଁ ତାଙ୍କର ତ୍ୟାଗ ଓ ସମର୍ପଣ କୁ ସବୁ ବେଳେ ମନେ ରଖିବେ । Tags: PM Continue Reading Previous: କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୨୫୬ ନୂଆ ମାମଲା Next: ଜୟନ୍ତୀରେ ନେତାଜୀଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ରାଷ୍ଟ୍ରପତି Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ ରାଷ୍ଟ୍ରୀୟ ମହାଭାରତରେ କର୍ଣ୍ଣ ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ଅଭିନେତା ପଙ୍କଜ ଧୀରଙ୍କ ଦେହାନ୍ତ October 15, 2025 ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ ରାଷ୍ଟ୍ରୀୟ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ମୁକେଶ ମହାଲିଙ୍ଗ October 9, 2025 ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ ରାଷ୍ଟ୍ରୀୟ ରାଷ୍ଟ୍ରପତି ମୁର୍ମୁ ଆଜି ଠାରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ, ସୋମନାଥ ଏବଂ ଦ୍ୱାରିକାଧୀଶ ମନ୍ଦିରରେ କରିବେ ଦର୍ଶନ October 9, 2025