କାର୍ଯ୍ୟର ମୁଖ୍ୟ କ୍ଷେତ୍ର ହେଉଛି ଜାତୀୟ ସୌର ଶକ୍ତି ପ୍ରତିଷ୍ଠାନ (ଏନ୍ଆଇଏସ୍ଇ), ଭାରତର ନୂତନ ଏବଂ ଅଣପାରମ୍ପରିକ ଶକ୍ତି ମନ୍ତ୍ରାଳୟ ଏବଂ ଉଜବେକିସ୍ତାନର ଆର୍ନ୍ତଜାତିକ ସୌର ଶକ୍ତି ପ୍ରତିଷ୍ଠାନ ମଧ୍ୟରେ ଗବେଷଣା / ପ୍ରଦର୍ଶନ/ ପାଇଲଟ ପ୍ରକଳ୍ପ ଗୁଡିକର ଚିହ୍ନଟ କରିବା ।
i. ସୋଲାର ଫଟୋଭୋଲ୍ଟିକ୍
ii. ମହଜୁଦ ଜ୍ଞାନକୌଶଳ
iii. ଜ୍ଞାକୌଶଳର ଆଦାନପ୍ରଦାନ
ପାରସ୍ପରିକ ଚୁକ୍ତି ଆଧାରରେ, ଉଭୟ ପକ୍ଷ ଆର୍ନ୍ତଜାତୀୟ ସୌର ମେଣ୍ଟ (ଆଇଏସ୍ଏ) ସଦସ୍ୟ ଦେଶଗୁଡିକରେ ପାଇଲଟ ପ୍ରକଳ୍ପର କାର୍ଯ୍ୟକାରିତା ଓ ନିୟୋଜନ ପାଇଁ କାର୍ଯ୍ୟ କରିବେ ।