
ଭୁବନେଶ୍ୱର– ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦନ ହଜୁରୀ ‘ଚାଖି ଖୁଂଟିଆ’ଙ୍କ ଜୟନ୍ତୀରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସ୍ମରଣ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ – ୧୮୫୭ ମସିହା ‘ସିପାହୀ ବିଦ୍ରୋହ’ର ଅନ୍ୟତମ ପୁରୋଧା ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଚାଖି ଖୁଂଟିଆ (ଚନ୍ଦନ ହଜୁରୀ)ଙ୍କ ଜୟନ୍ତୀ ଅବସରରେ ମୋର ସଂଗ୍ରାମୀ ପ୍ରଣାମ ।