

ସେ ଟ୍ୱିଟ କରି କହିଛନ୍ତି – ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର ତଥା ଛବିଳ ମଧୁ ବର୍ଣ୍ଣବୋଧର ପ୍ରଣେତା ଭକ୍ତକବି ମଧୁସୂଦନ ରାଓଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି । ଉତ୍କଳ ସାହିତ୍ୟ ସମାଜ ଜରିଆରେ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ସହ ଜଣେ ଆଦର୍ଶ ଶିକ୍ଷକ, କବି ଓ ସମାଜ ସଂସ୍କାରକ ଭାବେ ନିଜ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ।