
ଜଗନ୍ନାଥ ପ୍ରସାଦ -ଜଗନ୍ନାଥ ପ୍ରସାଦ ଠାରୁ ଜଗନ୍ନାଥ ପୁର ଶାସନ କୁ ସଂଯୋଗ କରୁଥିବା ଅସ୍ଥାୟୀ ପୂଲ ଟି ଭାଙ୍ଗି ଯିବାରୁ ଜନସାଧାରଣ ଯାତାୟାତ ରେ ବହୁତ ଅସୁବିଧା ପରିଲିକ୍ଷିତ ହଉଚି ଯାହା ଜନସାଧାରଣ ଙ୍କ ମନରେ ଅସନ୍ତୁଷ୍ଟ ଦେଖିବାକୁ ମିଳୁଛି ଯଦି ସେହି ଗ୍ରାମକୁ ଯିବାକୁ ହେଲେ ପ୍ରାୟ 3କିମି ଵୁଲି ଆସିବାକୁ ପଡୁଛି ଜନସାଧାରଣ ଦାବି ଜଲଦି ସେହି ଗ୍ରାମ କୁ ଠିକ ଅସ୍ଥାୟୀ ପୋଲ କରିବାକୁ.