ଓଡିଶା ମାସ୍କ ନ ପିନ୍ଧିବା ଓ ଅନ୍ୟ ମାମଲାରେ ଯାଜପୁରରେ ଗତ ୨୪ ଘଂଟାରେ ୧,୭୦,୦୦୦ ଟଙ୍କା ଜୋରିମାନା ଆଦାୟ desk January 15, 2021 ଭୁବନେଶ୍ୱର– ଯାଜପୁର ପୋଲିସ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା, ସାମାଜିକ ଦୂରତ୍ୱ ନିୟମକୁ ନ ମାନିବା, ବାହାରେ ଛେପ ପକାଇବା ଓ ମୋଟର ଯାନ ଆଇନ ଭାଙ୍ଗିବା ଅଭିଯୋଗରେ ୧,୭୦,୦୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଛି । ଯାଜପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । Tags: Jajpur Continue Reading Previous: କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୬୩ ଜଣଙ୍କ ଠାରୁ ଜୋରିମାନା Next: ଗୋଟିଏ ଦିନରେ ୧୮୬ କରୋନା ଆକ୍ରାନ୍ତ ଚିହ୍ନଟ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 13 November 2025 Important news 1 min read ଓଡିଶା Indo Kaling Times 13 November 2025 Important news December 13, 2025 ଜିଲ୍ଲା ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ରାମହରି ନୋଡାଲ ବିଦ୍ୟାପୀଠ ଠାରେ ଅନୁଷ୍ଠିତ, ଓଡିଶା ଜିଲ୍ଲା ସ୍ତରୀୟ ବାଲ୍ ବିଜ୍ଞାନ ପ୍ରଦର୍ଶନୀ ରାମହରି ନୋଡାଲ ବିଦ୍ୟାପୀଠ ଠାରେ ଅନୁଷ୍ଠିତ, December 13, 2025 ପୁରୀରେ ନୂତନ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ, 1 min read ଓଡିଶା ପୁରୀରେ ନୂତନ ବିଜେପି କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କୁ ଭବ୍ୟ ସ୍ୱାଗତ, December 13, 2025