ରାଷ୍ଟ୍ରୀୟ ମଣିପୁରରେ ଗତ ୨୪ ଘଂଟାରେ କରୋନାର ୩୨ ନୂଆ ମାମଲା desk January 13, 2021 ଇମ୍ଫାଲ , ମଣିପୁରରେ ଗତ ୨୪ ଘଂଟାରେ ୩୨ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୮,୭୨୫ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୩୬୫ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । Tags: Manipur Continue Reading Previous: ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୨୯୩୬ କରୋନାର ନୂଆ ମାମଲା Next: ରାଜନୀତିରେ ନିଃସ୍ୱାର୍ଥପର ଏବଂ ଗଠନମୂଳକ ଅବଦାନ ରଖିବାକୁ ଯୁବ ସମାଜକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଭବାନୀପୁରରେ ଭୟାବହ ସଡ଼କ ଦୁର୍ଘଟଣାରେ ଚାରି ଯୁବକଙ୍କ ମୃତ୍ୟୁ, ତିନି ଆହତ ରାଷ୍ଟ୍ରୀୟ ଭବାନୀପୁରରେ ଭୟାବହ ସଡ଼କ ଦୁର୍ଘଟଣାରେ ଚାରି ଯୁବକଙ୍କ ମୃତ୍ୟୁ, ତିନି ଆହତ November 23, 2024 ଆଗମନୀର ଗରେରହାଟରେ ଭୟାବହ ସଡ଼କ ଦୁର୍ଘଟଣା, ତିନି ମୃତ 1 min read ରାଷ୍ଟ୍ରୀୟ ଆଗମନୀର ଗରେରହାଟରେ ଭୟାବହ ସଡ଼କ ଦୁର୍ଘଟଣା, ତିନି ମୃତ November 23, 2024 ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ ରାଷ୍ଟ୍ରୀୟ ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ November 22, 2024