ରାଷ୍ଟ୍ରୀୟ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୫ ଗିରଫ desk January 12, 2021 ଭୁବନେଶ୍ୱର– ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ୮୦୦ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୫,୬୯,୫୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୮,୯୭,୦୫୬ ନମୂନାର ପରୀକ୍ଷଣ ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୮,୯୭,୦୫୬ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୧୮,୨୬,୫୨,୮୮୭ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା Tags: Corona Continue Reading Previous: ଦିଲ୍ଲୀରେ ଗତ ୨୪ ଘଂଟାରେ ୩୯୯ କରୋନାର ନୂଆ ମାମଲାNext: କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୫୮୪ ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି 1 min read ରାଷ୍ଟ୍ରୀୟ ମଙ୍ଗଳବାର ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ କରିବେ ପିଏମ ମୋଦି November 24, 2025 ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ ରାଷ୍ଟ୍ରୀୟ ଡଲାର ତୁଳନାରେ ଟଙ୍କାର ହ୍ରାସକୁ ନେଇ କେନ୍ଦ୍ରକୁ ଘେରିଲା ଜୟରାମ ରମେଶ November 24, 2025 ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ 1 min read ରାଷ୍ଟ୍ରୀୟ ଶସ୍ତ୍ର ଛାଡିବାକୁ ନକ୍ସଲୀ ସଙ୍ଗଠନ ଏମଏମସି ଜୋନର ଘୋଷଣା, ତିନି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମରେ ଜାରି କଲେ ଲିଫଲେଟ୍ November 24, 2025