ରାଷ୍ଟ୍ରୀୟ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୫ ଗିରଫ desk January 12, 2021 ଭୁବନେଶ୍ୱର– ରାଜ୍ୟରେ କୋବିଡ ଗାଇଡଲାଇନ ନିୟମ ଉଲ୍ଲଂଘନ ଅଭିଯୋଗରେ ଓଡିଶା ପୋଲିସ ଗତ ୨୪ ଘଂଟାରେ ୧୫ ଜଣଙ୍କୁ ଗିରଫ କରିଥିବା ବେଳେ ୮୦୦ ବାହନକୁ ଜବତ କରା ଯାଇଛି । ଏହି ସମୟ ମଧ୍ୟରେ ୨୫,୬୯,୫୦୦ ଟଙ୍କା ଜୋରିମାନା ଆଦାୟ କରା ଯାଇଥିବା ରାଜ୍ୟ ପୋଲିସ ଦ୍ୱାରା ଟ୍ୱିଟ କରି ସୂଚନା ଦିଆ ଯାଇଛି । ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୮,୯୭,୦୫୬ ନମୂନାର ପରୀକ୍ଷଣ ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୮,୯୭,୦୫୬ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୧୮,୨୬,୫୨,୮୮୭ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା Tags: Corona Continue Reading Previous: ଦିଲ୍ଲୀରେ ଗତ ୨୪ ଘଂଟାରେ ୩୯୯ କରୋନାର ନୂଆ ମାମଲାNext: କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୨,୫୮୪ ନୂଆ ମାମଲା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ଭବାନୀପୁରରେ ଭୟାବହ ସଡ଼କ ଦୁର୍ଘଟଣାରେ ଚାରି ଯୁବକଙ୍କ ମୃତ୍ୟୁ, ତିନି ଆହତ ରାଷ୍ଟ୍ରୀୟ ଭବାନୀପୁରରେ ଭୟାବହ ସଡ଼କ ଦୁର୍ଘଟଣାରେ ଚାରି ଯୁବକଙ୍କ ମୃତ୍ୟୁ, ତିନି ଆହତ November 23, 2024 ଆଗମନୀର ଗରେରହାଟରେ ଭୟାବହ ସଡ଼କ ଦୁର୍ଘଟଣା, ତିନି ମୃତ 1 min read ରାଷ୍ଟ୍ରୀୟ ଆଗମନୀର ଗରେରହାଟରେ ଭୟାବହ ସଡ଼କ ଦୁର୍ଘଟଣା, ତିନି ମୃତ November 23, 2024 ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ ରାଷ୍ଟ୍ରୀୟ ମଣିପୁର ହିଂସା ଉପରେ ଖଡଗେଙ୍କୁ ନଡ୍ଡାଙ୍କ ଜବାବ November 22, 2024