![](https://indokalingtimes.com/wp-content/uploads/2020/09/corona.jpeg)
![](https://indokalingtimes.com/wp-content/uploads/2020/09/corona-300x187.jpeg)
ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ କରୋନାର ୨୨୭ ନୂଆ ମାମଲା
ହାଇଦ୍ରାବାଦ, ଆନ୍ଧ୍ର ପ୍ରଦେଶରେ ଗତ ୨୪ ଘଂଟାରେ ୨୨୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୮,୮୪,୯୧୬ ହୋଇଛି ।ରାଜ୍ୟରେ ବର୍ତମାନ ଯାଏ ୭୧୨୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।
ହରିଆଣାରେ ଗତ ୨୪ ଘଂଟାରେ ୨୩୪ କରୋନାର ନୂଆ ମାମଲା
ଚଣ୍ଡିଗଡ ,ହରିଆଣାରେ ଗତ ୨୪ ଘଂଟାରେ ୨୩୪ ନୂଆ କରୋନାର ମାମଲା ସାମନାକୁ ଆସିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨୫୧୦ ହୋଇଛି । ବର୍ତମାନ ସୁଦ୍ଧା ୨୫୧୦ ଜଣଙ୍କର ମୃତ୍ୟୁ ଘଟିଛି ।