![](https://indokalingtimes.com/wp-content/uploads/2020/06/ikt.jpeg)
![](https://indokalingtimes.com/wp-content/uploads/2020/10/IKAT-NEWS-01-300x122.jpg)
ସେ ଟ୍ୱିଟ କରି କହିଛନ୍ତି ଯେ ସେ ଜଣେ ବରିଷ୍ଠ ନେତା ଥିଲେ ଓ ଅନେକ ଦଶନ୍ଧି ଧରି ଗୁଜରାତର ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସମାଜଙ୍କୁ ତାଙ୍କର ଅବଦାନ ପାଇଁ ସେ ସବୁବେଳେ ସ୍ମରଣୀୟ ହୋଇ ରହିବେ । ତାଙ୍କର ବିୟୋଗରେ ମୁଁ ଦୁଃଖୀ । ତାଙ୍କ ପୁଅ ଭରତ ସୋଲାଙ୍କୀ ସହ କଥା ହୋଇ ଶୋକ ସମ୍ବେଦନା ଜଣାଇଲି । ଓମ ଶାନ୍ତି ।