 
                
ମଣିପୁରରେ     ଗତ ୨୪ ଘଂଟାରେ  କରୋନାର ୪୭   ନୂଆ ମାମଲା 
ଇମ୍ଫାଲ , ମଣିପୁରରେ      ଗତ ୨୪ ଘଂଟାରେ  ୪୭    ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ  ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି  ୨୮,୫୩୧ ହୋଇଛି ।  ରାଜ୍ୟରେ ବର୍ତମାନ  ଯାଏ   ୩୫୮ ଜଣଙ୍କର କରୋନାରେ ମୃତ୍ୟୁ  ଘଟିଛି ।

 
                    







