 
                
କର୍ଣାଟକରେ   ଗତ ୨୪ ଘଂଟାରେ  ୭୬୧  କରୋନାର ନୂଆ ମାମଲା  
ବେଙ୍ଗାଲୁରୁ ,କର୍ଣାଟକରେ  ଗତ ୨୪ ଘଂଟାରେ  ୭୬୧   ନୂଆ କରୋନାର ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ୭  ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୯,୦୩,୬୨୯ ହୋଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧୨,୧୩୧ ଜଣଙ୍କର ମୃତ୍ୟୁ ଘଟିଛି ।

 
                    







