

ତେଲେଙ୍ଗାନାରେ ୨୪ ଘଂଟାରେ କରୋନାର ୪୧୭ ନୂଆ ମାମଲା
ହାଇଦ୍ରାବାଦ , ତେଲେଙ୍ଗାନାରେ ଗତ ୨୪ ଘଂଟାରେ ୪୧୭ ନୂଆ କରୋନାର ମାମଲା ସାମନାକୁ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୨,୮୮,୪୧୦ ହୋଇଛି । ରାଜ୍ୟରେ ବର୍ତମାନ ଯାଏ ୧,୫୫୬ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି ।