ଉଲ୍ଲେଖନୀୟ ଯେ କମିଶନରେଟ ପୋଲିସ ହାତରେ ଏକ ଲାଂଚ ଦିଆ ନିଆ ଅଡିଓ କ୍ଲିପ ମିଳିଛି । କେ ଅଶ୍ୱନୀ ଦୋରା, ସନ୍ତୋଷ ସାହୁ, ରାଜ କିଶୋର ଆଦାରି ନାମକ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ନଗଦ ୫୦ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି ।
ଲୋୟର ପି ଏମ ଜିରେ ଧାରଣାରତ ଏନ ଏମ କର୍ମୀଙ୍କୁ ପ୍ରଲୋଭୀତ କରି ଦଲାଲ ଟଙ୍କା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଛି । ଚାକିରୀ ସ୍ଥାୟୀ କରିବା ପାଇଁ ଜଣ ପିଛା ୧୫ହଜାର ଲେଖାଏଁ ଦଲାଲ ଟଙ୍କା ନେଉଥିଲେ । ଆନ୍ଦୋଳନ ରେ ଏନ ଏନ କର୍ମୀ ବସି ବାକୁ ପ୍ରବର୍ତାଉ ଥିଲେ.ଏବଂ ଟଙ୍କା ଦେଲେ ସରକାରୀ ଚାକିରୀ ସ୍ଥାୟୀ ହେବ କହି ଟଙ୍କା ନେଉଥିଲେ ।