ଓଡିଶା ପୁରୀର ନୂତନ ଜିଲ୍ଲାପାଳ ଭାବେ ସମର୍ଥ ବର୍ମାଙ୍କ ଦାୟୀତ୍ୱ ଗ୍ରହଣ desk January 7, 2021 ପୁରୀ– ପୁରୀର ନୂତନ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଆଜି ଦାୟୀତ୍ୱ ଗ୍ରହଣ କରିଛନ୍ତି । ପୂର୍ବତନ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଠାରୁ ବିଧିବଦ୍ଧ ଭାବେ ସେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ଆଜି କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଗତକାଲି ରାତିରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । Tags: Puri new Collector join Continue Reading Previous: ଜୁଲାଇ ୧୨ରେ ଶ୍ରୀଗୁଣ୍ଡିଚା ଋଥଯାତ୍ରା : ଖୁବ୍ଶୀଘ୍ର ରଥକାଠ ଚିହ୍ନଟ ପାଇଁ ନୟାଗଡ ଯିବ ସ୍ୱତନ୍ତ୍ର ଟିମ୍ : ଯଦି କୋଭିଡ କଟକଣା ନଥାଏ ତେବେ ଅଧିକ ଭକ୍ତ ଆସିବା ସମ୍ଭାବନା Next: ଗୋଟିଏ ଦିନରେ ୨୩୦ କରୋନା ଆକ୍ରାନ୍ତ ଚିହ୍ନଟ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories Indo Kaling Times 27 August 2025 Important news 1 min read ଓଡିଶା Indo Kaling Times 27 August 2025 Important news August 27, 2025 ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ, 1 min read ଓଡିଶା ଶ୍ରୀମନ୍ଦିର ପରିଚାଳନା କମିଟି ଗଠିତ, August 27, 2025 ୫୮ତମ କୁମାର ଉତ୍ସବ-୨୦୨୫ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା, 1 min read ଓଡିଶା ୫୮ତମ କୁମାର ଉତ୍ସବ-୨୦୨୫ ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା, August 27, 2025