
ନୟାଗଡ଼, ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଥିବା ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଆଜି ପୋକ୍ସୋ କୋର୍ଟରେ ହାଜର କରାଇଛି ଏସଆଇଟି । ଏଠାରେ ଉଲ୍ଲେଖଯୋଗ୍ୟ, ଏସଆଇଟି ପୂର୍ବରୁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ନେଇ ହତ୍ୟାକାଣ୍ଡ ସମ୍ପର୍କରେ ପଚରା ଉଚୁରା କରିବା ସହ ଏନେଇ ତଥ୍ୟ ସଂଗ୍ରହ କରିଥିଲା ।