ଗଞ୍ଜାମ – ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ କର୍ଣ୍ଣୋଳି ଗ୍ରାମର ଏକ ଘର ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ସମ୍ପୃକ୍ତ ବ୍ୟକ୍ତିର ନାମ କବିରାଜ ଗୌଡ଼ (୫୦) । ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଶବ ଜବତ ପରେ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଆସିକା ଡାକ୍ତରଖାନାକୁ ପଠାଯାଇଛି । ଏ ସଂକ୍ରାନ୍ତରେ ୨୩/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ ଅଦ୍ୟାବଧି ସମ୍ପୃକ୍ତ ବ୍ୟକ୍ତିଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ ।
Fantastic рost however I was wondering if уou could write a litte more ߋn this
subject? I’d bee very thankful if you could elaborate a little
bit fᥙrther. Many thanks!
thank you. if possible try to make a payment like paper rate to increased our team and our efforts