କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ବିନା ଅନୁମତିରେ ଶ୍ରୀମନ୍ଦିରରେ ପ୍ରବେଶ କରି ୪ ଏଏନଏମ ସସପେଣ୍ଡ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ ମନ୍ଦିର ବାହାରେ ରହି ବାହାରୁ ଆସୁଥିବା ଭକ୍ତ ମାନଙ୍କର ଥର୍ମାଲ ଚେକିଂ କରିବା ଦାୟିତ୍ବ ପାଇଥିଲେ। ମାତ୍ର ସେମାନଙ୍କୁ ମନ୍ଦିରରେ ପ୍ରବେଶ ର ଅନୁମତି ନଥିଲା । ଏ ସମ୍ପର୍କରେ ଖବର ଜଣାପଡିବା ପରେ ସିଡିଏମଓ ୪ ଜଣ ଏଏନଏମ ଙ୍କୁ ନିଲମ୍ବନ କରିଛନ୍ତି ।ସୂଚନା ଯୋଗ୍ୟ ଯେ କରୋନା ପାଇଁ ଦୀର୍ଘ ୯ ମାସ ହେଲା ବନ୍ଦ ରହିଲା ପରେ ମନ୍ଦିର ଖୋଲିଛି ଓ ପୁରୀ ବାସୀ ଶୁଙ୍ଖଳିତ ଭାବେ ଲାଇନରେ ଯାଇ ଜଗତର ନାଥ ଜଗନ୍ନାଥ ଙ୍କୁ ଗର୍ଭଗୃହ ଭିତରୁ ଦର୍ଶନ କରୁଛନ୍ତି ।
Related Stories
November 24, 2024