ପ୍ରାପ୍ତ ସୂଚନା ଅନୁସାରେ, ମନ୍ଦିର ବାହାରେ ଡ୍ୟୁଟି ପାଇଁ ଏମାନେ ସମସ୍ତେ ଦାୟିତ୍ୱ ପାଇଥିଲେ । ଯେଉଁମାନେ ମନ୍ଦିରକୁ ଯିବା ଲାଗି ଅନୁମତି ପାଇଥିଲେ ସେମାନଙ୍କର ଥର୍ମାଲ ଚେକିଂ କରୁଥିଲେ । ହେଲେ ଏମାନଙ୍କୁ ପ୍ରବେଶ ଅନୁମତି ନଥିବା ସତ୍ୱେ ସେମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଏ ସମ୍ପର୍କରେ ଖବର ଜଣାପଡିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସେମାନଙ୍କୁ ନିଲମ୍ବିତ କରିଥିବା ଜଣା ପଡିଛି ।
Related Stories
November 22, 2024