କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ସୋମବାର ଦିନ ୧୨ଟା. ୩୦ ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକର ତଳମାଳ ପଞ୍ଚାୟତର ପୋଡ଼ାକେରା ଗ୍ରାମ ଠାରେ ଲୁଣା ନଦୀ ଉପରେ ବ୍ରହ୍ମଗିରି ବ୍ଲକ ଓ କଣାସ ବ୍ଲକକୁ ସଞ୍ଜୋଗ କରୁଥିବା ବିଜୁ ସେତୁ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ନିର୍ମାଣ ଧୀନ ସେତୁର କ୍ଷେତ୍ର ପରିଦର୍ଶନ କରି ଶ୍ରୀ ଦାସବର୍ମା ସେତୁର କାର୍ଯ୍ୟ କୁ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ପାଇଁ ବିଭାଗିୟ ଅଧିକାରୀ ଙ୍କୁ ନିର୍ଦେଶ ଦେଇଛନ୍ତି । ଏହି ସମୟରେ ଉପସ୍ଥିତ ଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାମ ପ୍ରସାଦ ଆଚାର୍ଯ୍ୟ, ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀବତ୍ସ ଦାସ, ସହକାରି ଯନ୍ତ୍ରୀ ରମାକାନ୍ତ ମିଶ୍ର ।
Related Stories
November 22, 2024