-
ସ୍ପଷ୍ଟୀକରଣ ଦେଲେ -ଶ୍ରୀ ମହାପାତ୍ର
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶ୍ରୀଜଗନ୍ନାଥ ସେନା ତରଫରୁ ଶ୍ରୀମନ୍ଦିରରେ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ପ୍ରବେଶ କୁ ବିରୋଧ କରି ସିଂହଦ୍ୱାର ଥାନାରେ ଦିଆଯାଇଥିବା ଏତଲା ର ପ୍ରତିକ୍ରିୟା ରଖିଲେ ଶ୍ରୀମହାପାତ୍ର | ଓଡିଶା ର ନୂତନ ମୁଖ୍ୟ ଶାସନ ସଚିବ ରୂପେ ନିଯୁକ୍ତି ପାଇଥିବା ଅର୍ଥାତ ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ର ନିଜର ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି ଯେ ମୁଁ କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିବାରୁ ଶ୍ରୀ ମନ୍ଦିର ଭିତର ଏବଂ ବାହାର ଯେ କୌଣସି ସମୟରେ ନିରୀକ୍ଷଣ ମୁଁ କରିପାରିବି କିଛି ଅସୁବିଧା ନାହିଁ |ଏହା ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ଅଧିନ |