                 ପୁରୀ– ମହାପ୍ରଭୁ ମହାବାହୁଙ୍କ ଦର୍ଶନ ପାଇଁ ଦୀର୍ଘ ନଅ ମାସ ଧରି ଅପେକ୍ଷା କରି ରହିଥିଲେ ଶ୍ରୀକ୍ଷେତ୍ରବାସି l ସେବାୟତ ପରିବାର ଦର୍ଶନ ପରେ ଆଜି ଶ୍ରୀକ୍ଷେତ୍ର ବାସି ଦର୍ଶନ କରୁଛନ୍ତି l ପୌରାଞ୍ଚଳ ପକ୍ଷରୁ ୱାର୍ଡ ୱାରୀ ଦର୍ଶନ ବ୍ୟବସ୍ଥା ଅ।ଜି ସକାଳ ସାଢ଼େ ୭ଟା ଠାରୁ ଅ।ରମ୍ଭ ହୋଇଛି । ପ୍ରଥମ ଦିନ ୱାର୍ଡ ନଂ ୨/୩/୬/୯/୧୧/୧୨/୧୫ ବାସୀ କରିବେ ଦର୍ଶନ । ପ୍ରଥମ ଦଫା ଦର୍ଶନ ୭.୩୦ରୁ ୧୧.୩୦ ଓ୍ବାଡ ନଂ ୬ ଏବଂ ୯ ନଂ ଓ୍ବାଡ, ୧୨ଟାରୁ ୪ଟା ୩୦ ଓ୍ବାଡ ନଂ ୧୨ ଏବଂ ୧୫, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୨,୩ ଏବଂ ୧୧ ନଂ ଓ୍ବାଡ ।

୨୭ ତାରିଖ ସକାଳ ୭ଟା୩୦ରୁ ୧୧ଟା ୩୦  ୧୩ ନଂ ୧୨ଟାରୁ ୪ଟା ୧୬ନଂ, ୪ଟା ୩୦ରୁ ରାତ୍ର ପହୁଡ ୪, ୧୭, ୨୦ ୨୮ତାରିଖରେ ୭.୩୦ରୁ ୧୧.୩୦ ଓ୍ବାଡ ନଂ ୭ ଏବଂ ୧୯ ଓ୍ବାଡ, ୧୨ଟାରୁ ୪ଟା ୩୦ ଓ୍ବାଡ ନଂ ୮ ଏବଂ ୨୧, ୪ଟା ୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୫ନଂ ଓ୍ବାଡ,  ୨୯ତାରିଖରେ ୭.୩୦ରୁ ୧୧.୩୦ ଓ୍ବାଡ ନଂ ୧୪ଏବଂ ୩୨ ନଂ ଓ୍ବାଡ, ୧୨ଟାରୁ ୪ଟା ୩୦ ଓ୍ବାଡ ନଂ ୨୨ ଏବଂ ୨୬, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୧ ଓ୍ବାଡ, ୩୦ତାରିଖରେ ୭.୩୦ରୁ ୧୧.୩୦ ଓ୍ବାଡ ନଂ ୨୩ଏବଂ ୨୪ନଂ ଓ୍ବାଡ, ୧୨ଟାରୁ ୪ଟା ୩୦ ଓ୍ବାଡ ନଂ ୨୫ ଏବଂ ୩୦, ୪ଟା୩୦ରୁ ରାତ୍ର ପହୁଡ ପର୍ଯ୍ୟନ୍ତ ୨୭  ଓ୍ବାଡ,  ୩୧ ତାରିଖରେ ୭.୩୦ରୁ ୧୧.୩୦ ଓ୍ବାଡ ନଂ ୨୮ନଂ ଓ୍ବାଡ, ୧୨ଟାରୁ ୪ଟା ୩୦ ଓ୍ବାଡ ନଂ ୨୯ ଏବଂ ୩୧ ବାସି ଦର୍ଶନ କରିବେ l ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ବେଛାସେବୀ ନିୟୋଜିତ ହେବେ । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।