ଓଡିଶା ବିଜେଡି ସ୍ଥାପନା ଦିବସରେ ଶୁଭେଚ୍ଛା ଜଣାଇଲେ ସଭାପତି ନବୀନ ପଟ୍ଟନାୟକ desk December 26, 2020 ଭୁବନେଶ୍ୱର– ବିଜେଡି ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ିଶାବାସୀ ଓ ଦଳୀୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ୱିଟ କରି ଶ୍ରେଷ୍ଠ ଓଡ଼ିଶା ଗଠନ କରିବା ଲାଗି ଆହ୍ୱାନ ଦେଇଛନ୍ତି । ଭଲ ପାଇବା, ଆଶୀର୍ବାଦ ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜେଡି ଲୋକଙ୍କ ଦଳ ସାଜିଛି ବୋଲି ନବୀନ କହିଛନ୍ତି । ଏହି ସଂପର୍କ ଅତୁଟ ରଖିବା ଲାଗି ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି । Tags: naveen Continue Reading Previous: କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ନ ପିନ୍ଧିଥିବାରୁ ୧୦୮ ଜଣଙ୍କ ଠାରୁ ଜୋରିମାନାNext: ମାସ୍କ ନ ପିନ୍ଧିବା ଓ ଅନ୍ୟ ମାମଲାରେ ଯାଜପୁରରେ ଗତ ୨୪ ଘଂଟାରେ ୨୦୩ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ 1 min read ଓଡିଶା କେନ୍ଦ୍ର ସରକାରଙ୍କ ‘ଜଳ ଶକ୍ତି ହାକାଥନ୍–୨୦୨୫’ :ଏକ ଜାତୀୟ ଜଳ ଆନ୍ଦୋଳନ December 15, 2025 ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 1 min read ଓଡିଶା ରାଜ୍ୟସ୍ତରୀୟ ଜୟନ୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି December 15, 2025 ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ 1 min read ଓଡିଶା ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଓଡିଶା ମାଷ୍ଟର୍ସ ୨୦୨୫ ଉଦ୍ଯାପିତ December 15, 2025