-
ସୁୁରେଶ ଚନ୍ଦ୍ର ମହାପାତ୍ର ନୂଆ ମୁଖ୍ୟ ସଚିବ
ଭୁବନେଶ୍ୱର– ଅସିତ ତ୍ରିପାଠୀ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆ ଯାଇଛି । ସେ ଆଂଚଳିକ ବିକାଶ, ପର୍ଯ୍ୟଟନ, କୃଷି ବାଣିଜ୍ୟ ଓ ଶିଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ହେବେ । ସେହିପରି ସୁରେଶ ମହାପାତ୍ର ରାଜ୍ୟର ମୁଖ୍ୟ ସଚିବ ଭାବେ ନିଯୁକ୍ତି ଦିଆ ଯାଇଛିା ସେହିପରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆ ଯାଇଛି ।